# They were not given permission ସେଗୁଡିକ ପଙ୍ଗପାଳମାନଙ୍କୁ ବୁଝାଏ I ([ପ୍ରକାଶିତ ବାକ୍ୟ ୯:୩](../09/03.md)) # those people ଯେଉଁଲୋକମାନଙ୍କୁ ପଙ୍ଗପାଳମାନେ ନାହୁଡ଼ରେ ମାରୁଥିଲେ # but only to torture them ଏଠାରେ “ଅନୁମତି ଦିଆଗଲା” ଶବ୍ଦଗୁଡିକ ବୁଝି ହେଉଛି I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ କେବଳ ଯନ୍ତ୍ରଣା ଦେବା ନିମନ୍ତେ ଅନୁମତି ଦିଆଗଲା” (ଦେଖ: [[rc://*/ta/man/translate/figs-ellipsis]]) # to torture them for five months ପଙ୍ଗପାଳମାନେ ଏହା ପାଞ୍ଚ ମାସ ଧରି କରିବାକୁ ଅନୁମତି ପାଇଥିଲେ I # to torture them ସେମାନଙ୍କୁ ଭଯଙ୍କର ଯନ୍ତ୍ରଣ ଦେବାକୁ # the sting of a scorpion ବିଚ୍ଛା ଏକ ଛୋଟ କୀଟ, ଯାହାର ଲମ୍ବା ଲାଞ୍ଜର ଶେଷ ଭାଗରେ ବିଷାକ୍ତ ନାହୁଡ଼ଟିଏ ଥାଏ I ଏହାର ନାହୁଡ଼ ତୀବ୍ର ଯନ୍ତ୍ରଣା ଦେଇଥାଏ, ଏପରିକି ମୃତ୍ୟୁ ମଧ୍ୟ ଘଟାଇ ପାରେ I