or_tn/rev/09/05.md

24 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# They were not given permission
ସେଗୁଡିକ ପଙ୍ଗପାଳମାନଙ୍କୁ ବୁଝାଏ I ([ପ୍ରକାଶିତ ବାକ୍ୟ ୯:୩](../09/03.md))
# those people
ଯେଉଁଲୋକମାନଙ୍କୁ ପଙ୍ଗପାଳମାନେ ନାହୁଡ଼ରେ ମାରୁଥିଲେ
# but only to torture them
ଏଠାରେ “ଅନୁମତି ଦିଆଗଲା” ଶବ୍ଦଗୁଡିକ ବୁଝି ହେଉଛି I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ କେବଳ ଯନ୍ତ୍ରଣା ଦେବା ନିମନ୍ତେ ଅନୁମତି ଦିଆଗଲା” (ଦେଖ: [[rc://*/ta/man/translate/figs-ellipsis]])
# to torture them for five months
ପଙ୍ଗପାଳମାନେ ଏହା ପାଞ୍ଚ ମାସ ଧରି କରିବାକୁ ଅନୁମତି ପାଇଥିଲେ I
# to torture them
ସେମାନଙ୍କୁ ଭଯଙ୍କର ଯନ୍ତ୍ରଣ ଦେବାକୁ
# the sting of a scorpion
ବିଚ୍ଛା ଏକ ଛୋଟ କୀଟ, ଯାହାର ଲମ୍ବା ଲାଞ୍ଜର ଶେଷ ଭାଗରେ ବିଷାକ୍ତ ନାହୁଡ଼ଟିଏ ଥାଏ I ଏହାର ନାହୁଡ଼ ତୀବ୍ର ଯନ୍ତ୍ରଣା ଦେଇଥାଏ, ଏପରିକି ମୃତ୍ୟୁ ମଧ୍ୟ ଘଟାଇ ପାରେ I