8 lines
795 B
Markdown
8 lines
795 B
Markdown
# the four living creatures
|
|
|
|
ଏସବୁ [ପ୍ରକାଶିତ ବାକ୍ୟ ୪:୬-୮](../04/06.md)ରେ ଉଲ୍ଲେଖ ଥିବା ଚାରି ପ୍ରାଣୀ ଅଟନ୍ତି I
|
|
|
|
# they fell on their faces
|
|
|
|
ଏଠାରେ “ଉବୁଡ଼ ହୋଇ ପଡିଲେ” ଏକ ରୂଢ଼ି ଯାହାର ଅର୍ଥ ସେମାନେ ଭୂମିଷ୍ଠ ହୋଇ ପ୍ରଣାମ କଲେ I ଦେଖ ତୁମେ “ଭୂମିଷ୍ଠ ହୋଇ ପ୍ରଣାମ କଲେ”କୁ କିପରି [ପ୍ରକାଶିତ ବାକ୍ୟ ୪:୧୦](../04/10.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ସେମାନେ ପ୍ରଣାମ କଲେ” (ଦେଖ: [[rc://*/ta/man/translate/figs-idiom]])
|