or_tn/rev/07/11.md

795 B

the four living creatures

ଏସବୁ ପ୍ରକାଶିତ ବାକ୍ୟ ୪:୬-୮ରେ ଉଲ୍ଲେଖ ଥିବା ଚାରି ପ୍ରାଣୀ ଅଟନ୍ତି I

they fell on their faces

ଏଠାରେ “ଉବୁଡ଼ ହୋଇ ପଡିଲେ” ଏକ ରୂଢ଼ି ଯାହାର ଅର୍ଥ ସେମାନେ ଭୂମିଷ୍ଠ ହୋଇ ପ୍ରଣାମ କଲେ I ଦେଖ ତୁମେ “ଭୂମିଷ୍ଠ ହୋଇ ପ୍ରଣାମ କଲେ”କୁ କିପରି ପ୍ରକାଶିତ ବାକ୍ୟ ୪:୧୦ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ସେମାନେ ପ୍ରଣାମ କଲେ” (ଦେଖ: rc://*/ta/man/translate/figs-idiom)