# the four living creatures ଏସବୁ [ପ୍ରକାଶିତ ବାକ୍ୟ ୪:୬-୮](../04/06.md)ରେ ଉଲ୍ଲେଖ ଥିବା ଚାରି ପ୍ରାଣୀ ଅଟନ୍ତି I # they fell on their faces ଏଠାରେ “ଉବୁଡ଼ ହୋଇ ପଡିଲେ” ଏକ ରୂଢ଼ି ଯାହାର ଅର୍ଥ ସେମାନେ ଭୂମିଷ୍ଠ ହୋଇ ପ୍ରଣାମ କଲେ I ଦେଖ ତୁମେ “ଭୂମିଷ୍ଠ ହୋଇ ପ୍ରଣାମ କଲେ”କୁ କିପରି [ପ୍ରକାଶିତ ବାକ୍ୟ ୪:୧୦](../04/10.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ସେମାନେ ପ୍ରଣାମ କଲେ” (ଦେଖ: [[rc://*/ta/man/translate/figs-idiom]])