or_tn/rev/03/09.md

1.5 KiB
Raw Permalink Blame History

synagogue of Satan

ଶୟତାନକୁ ମାନିବାକୁ ଅବା ସମ୍ମାନ କରିବାକୁ ଏକତ୍ର ହେଉଥିବା ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନେ ଏକ ସମାଜଗୃହରେ ଥିଲେ, ଯିହୂଦୀମାନଙ୍କ ଉପାସନା ଓ ଶିକ୍ଷାର ସ୍ଥାନ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ :୯ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/figs-metaphor)

bow down

ଏହା ଉପାସନାର ନୁହେଁ, ମାତ୍ର ସମର୍ପଣର ଏକ ଚିହ୍ନ ଅଟେ I ଅନ୍ୟଏକ ଅନୁବାଦରେ: “ସମର୍ପଣର ସହିତ ପ୍ରଣାମ କର” (ଦେଖ: rc://*/ta/man/translate/translate-symaction)

before your feet

ଏଠାରେ “ଚରଣ” ଶବ୍ଦ ସେହି ବ୍ୟକ୍ତିକୁ ବୁଝାଏ ଯାହାଙ୍କ ସମ୍ମୁଖରେ ଏହି ଲୋକମାନେ ପ୍ରଣାମ କରିଥିଲେ I ଅନ୍ୟଏକ ଅନୁବାଦରେ: “ତୁମ୍ଭ ସମ୍ମୁଖରେ” କିମ୍ବା “ତୁମ୍ଭଠାରେ” (ଦେଖ: rc://*/ta/man/translate/figs-synecdoche)

they will come to know

ସେମାନେ ଜ୍ଞାତ ହେବେ” କିମ୍ବା “ସେମାନେ ସ୍ବୀକାର କରିବେ”