or_tn/rev/03/09.md

16 lines
1.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# synagogue of Satan
ଶୟତାନକୁ ମାନିବାକୁ ଅବା ସମ୍ମାନ କରିବାକୁ ଏକତ୍ର ହେଉଥିବା ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନେ ଏକ ସମାଜଗୃହରେ ଥିଲେ, ଯିହୂଦୀମାନଙ୍କ ଉପାସନା ଓ ଶିକ୍ଷାର ସ୍ଥାନ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ :୯](../02/09.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/figs-metaphor]])
# bow down
ଏହା ଉପାସନାର ନୁହେଁ, ମାତ୍ର ସମର୍ପଣର ଏକ ଚିହ୍ନ ଅଟେ I ଅନ୍ୟଏକ ଅନୁବାଦରେ: “ସମର୍ପଣର ସହିତ ପ୍ରଣାମ କର” (ଦେଖ: [[rc://*/ta/man/translate/translate-symaction]])
# before your feet
ଏଠାରେ “ଚରଣ” ଶବ୍ଦ ସେହି ବ୍ୟକ୍ତିକୁ ବୁଝାଏ ଯାହାଙ୍କ ସମ୍ମୁଖରେ ଏହି ଲୋକମାନେ ପ୍ରଣାମ କରିଥିଲେ I ଅନ୍ୟଏକ ଅନୁବାଦରେ: “ତୁମ୍ଭ ସମ୍ମୁଖରେ” କିମ୍ବା “ତୁମ୍ଭଠାରେ” (ଦେଖ: [[rc://*/ta/man/translate/figs-synecdoche]])
# they will come to know
ସେମାନେ ଜ୍ଞାତ ହେବେ” କିମ୍ବା “ସେମାନେ ସ୍ବୀକାର କରିବେ”