or_tn/rev/02/09.md

1.8 KiB
Raw Permalink Blame History

I know your sufferings and your poverty

ଦୁଃଖଭୋଗ ଓ “ଦୀନତା”କୁ କ୍ରିୟାଭାବରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେ କେତେ ଦୁଃଖଭୋଗ କରିଅଛ ଓ ତୁମ୍ଭେ କେତେ ଦୀନ, ତାହା ଆମ୍ଭେ ଜାଣୁ” (ଦେଖ: rc://*/ta/man/translate/figs-abstractnouns)

I know the slander of those who say they are Jews

ନିନ୍ଦାକୁ କ୍ରିୟାଭାବରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆମ୍ଭେ ଜାଣୁ ଲୋକମାନେ ତୁମ୍ଭକୁ କିପରି ନିନ୍ଦା କରିଛନ୍ତି ଯେଉଁମାନେ ଆପଣାକୁ ଯିହୂଦୀ କହନ୍ତି” କିମ୍ବା “ଲୋକମାନେ ତୁମ୍ଭ ବିଷୟରେ କେତେ ଭୟାନକ କଥା କହିଛନ୍ତି ଯେଉଁମାନେ ଆପଣାକୁ ଯିହୂଦୀ କହନ୍ତି” (ଦେଖ: rc://*/ta/man/translate/figs-abstractnouns)

but they are not

ମାତ୍ର ସେମାନେ ପ୍ରକୃତରେ ଯିହୂଦୀ ନୁହନ୍ତି

a synagogue of Satan

ଯେଉଁ ଲୋକମାନେ ଶୟତାନର ଅଜ୍ଞା ପାଳନ କରିବାକୁ ଅବା ସମ୍ମାନ କରିବାକୁ ଏକତ୍ର ହେଉଥିବା ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନେ ଏକ ସମାଜଗୃହରେ ଥିଲେ, ଯିହୂଦୀମାନଙ୍କ ଉପାସନା ଓ ଶିକ୍ଷାର ସ୍ଥାନ I (ଦେଖ: rc://*/ta/man/translate/figs-metaphor)