or_tn/rev/03/05.md

2.0 KiB
Raw Permalink Blame History

The one who conquers

ଏହା ଜୟ କରୁଥିବା ଯେକୌଣସି ବ୍ୟକ୍ତିକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ :୭ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ମନ୍ଦ ବିଷୟକୁ ପ୍ରତିରୋଧ କରୁଥିବା ଯେକୌଣସି ବ୍ୟକ୍ତି” କିମ୍ବା “ମନ୍ଦ ବିଷୟ କରିବାକୁ ଏକମତ ହେଉ ନଥିବା ଯେକୌଣସି ବ୍ୟକ୍ତି” (ଦେଖ: rc://*/ta/man/translate/figs-genericnoun)

will be clothed in white garments

ଏହାକୁ ସକ୍ରିୟ କ୍ରିୟାଭାବାରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଶୁକ୍ଲବସ୍ତ୍ର ପରିଧାନ କରିବେ” କିମ୍ବା “ଆମ୍ଭେ ଶୁକ୍ଲ ବସ୍ତ୍ର ଦେବା” (ଦେଖ: rc://*/ta/man/translate/figs-activepassive)

I will confess his name

ସେ କେବଳ ତାହାଙ୍କଠାରେ ରହିଥିବା ବ୍ୟକ୍ତିର ନାମ ଘୋଷଣା କରିବେ, କେବଳ ସେହି ବ୍ୟକ୍ତିର ନାମ କହିବେ ନାହି I ଅନ୍ୟଏକ ଅନୁବାଦରେ: “ଆମ୍ଭେ ଘୋଷଣା କରିବା ଯେ ସେ ଆମ୍ଭର ଅଟେ” (ଦେଖ: rc://*/ta/man/translate/figs-metonymy)

before my Father

ମୋହର ପିତାଙ୍କ ସମ୍ମୁଖରେ

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ମହତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: rc://*/ta/man/translate/guidelines-sonofgodprinciples)