# The one who conquers ଏହା ଜୟ କରୁଥିବା ଯେକୌଣସି ବ୍ୟକ୍ତିକୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୨:୭](../02/07.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ମନ୍ଦ ବିଷୟକୁ ପ୍ରତିରୋଧ କରୁଥିବା ଯେକୌଣସି ବ୍ୟକ୍ତି” କିମ୍ବା “ମନ୍ଦ ବିଷୟ କରିବାକୁ ଏକମତ ହେଉ ନଥିବା ଯେକୌଣସି ବ୍ୟକ୍ତି” (ଦେଖ: [[rc://*/ta/man/translate/figs-genericnoun]]) # will be clothed in white garments ଏହାକୁ ସକ୍ରିୟ କ୍ରିୟାଭାବାରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଶୁକ୍ଲବସ୍ତ୍ର ପରିଧାନ କରିବେ” କିମ୍ବା “ଆମ୍ଭେ ଶୁକ୍ଲ ବସ୍ତ୍ର ଦେବା” (ଦେଖ: [[rc://*/ta/man/translate/figs-activepassive]]) # I will confess his name ସେ କେବଳ ତାହାଙ୍କଠାରେ ରହିଥିବା ବ୍ୟକ୍ତିର ନାମ ଘୋଷଣା କରିବେ, କେବଳ ସେହି ବ୍ୟକ୍ତିର ନାମ କହିବେ ନାହି I ଅନ୍ୟଏକ ଅନୁବାଦରେ: “ଆମ୍ଭେ ଘୋଷଣା କରିବା ଯେ ସେ ଆମ୍ଭର ଅଟେ” (ଦେଖ: [[rc://*/ta/man/translate/figs-metonymy]]) # before my Father ମୋହର ପିତାଙ୍କ ସମ୍ମୁଖରେ # my Father ଏହା ଈଶ୍ବରଙ୍କ ନିମନ୍ତେ ଏକ ମହତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: [[rc://*/ta/man/translate/guidelines-sonofgodprinciples]])