or_tn/rev/02/29.md

1.9 KiB
Raw Permalink Blame History

Let the one who has an ear, hear

ଯୀଶୁ ଗୁରୁତ୍ବାରୋପ କରନ୍ତି ଯେ ସେ ସମ୍ପ୍ରତି ଯାହା କହିଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ ଅଟେ ଓ ତାହା ବୁଝିବାକୁ ଏବଂ ପାଳନ କରିବା ନିମନ୍ତେ କିଛି ଉଦ୍ୟମର ଆବଶ୍ୟକ ହୁଏ I ଏଠାରେ ବୁଝିବା ଏବଂ ପାଳନ କରିବା ନିମନ୍ତେ “କର୍ଣ୍ଣ ଅଛି” ବାକ୍ୟାଂଶ ଏକ ରୂପକ ଅଟେ I ଦେଖ ତୁମେ ଏହି ବାକ୍ୟାଂଶକୁ କିପରି ପ୍ରକାଶିତ ବାକ୍ୟ :୭ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯେ ଶୁଣିବାକୁ ଇଚ୍ଛା କରେ, ସେ ଶୁଣୁ” କିମ୍ବା “ଯେ ବୁଝିବାକୁ ଇଚ୍ଛା କରେ, ସେ ବୁଝି ପାଳନ କରୁ” (ଦେଖ: rc://*/ta/man/translate/figs-metonymy)

Let the one ... hear

ଯେହେତୁ ଯୀଶୁ ପ୍ରତ୍ୟକ୍ଷଭାବରେ ଆପଣା ଶ୍ରୋତାମାନଙ୍କୁ କହୁଛନ୍ତି, ତୁମେ ଏଠାରେ ଦ୍ବିତୀୟ ପୁରୁଷ ବ୍ୟବହାର କରିବାକୁ ଇଚ୍ଛା କରିପାର I ଦେଖ ତୁମେ ଏହି ବାକ୍ୟାଂଶକୁ କିପରି ପ୍ରକାଶିତ :୭ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯଦି ତୁମେ ଶୁଣିବାକୁ ଇଚ୍ଛା କରୁଅଛ, ଶୁଣ” କିମ୍ବା “ଯଦି ତୁମେ ବୁଝିବାକୁ ଇଚ୍ଛା କରୁଅଛ, ତେବେ ବୁଝି ତାହା ପାଳନ କର” (ଦେଖ: rc://*/ta/man/translate/figs-123person)