# Let the one who has an ear, hear ଯୀଶୁ ଗୁରୁତ୍ବାରୋପ କରନ୍ତି ଯେ ସେ ସମ୍ପ୍ରତି ଯାହା କହିଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ ଅଟେ ଓ ତାହା ବୁଝିବାକୁ ଏବଂ ପାଳନ କରିବା ନିମନ୍ତେ କିଛି ଉଦ୍ୟମର ଆବଶ୍ୟକ ହୁଏ I ଏଠାରେ ବୁଝିବା ଏବଂ ପାଳନ କରିବା ନିମନ୍ତେ “କର୍ଣ୍ଣ ଅଛି” ବାକ୍ୟାଂଶ ଏକ ରୂପକ ଅଟେ I ଦେଖ ତୁମେ ଏହି ବାକ୍ୟାଂଶକୁ କିପରି [ପ୍ରକାଶିତ ବାକ୍ୟ ୨:୭](../02/07.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯେ ଶୁଣିବାକୁ ଇଚ୍ଛା କରେ, ସେ ଶୁଣୁ” କିମ୍ବା “ଯେ ବୁଝିବାକୁ ଇଚ୍ଛା କରେ, ସେ ବୁଝି ପାଳନ କରୁ” (ଦେଖ: [[rc://*/ta/man/translate/figs-metonymy]]) # Let the one ... hear ଯେହେତୁ ଯୀଶୁ ପ୍ରତ୍ୟକ୍ଷଭାବରେ ଆପଣା ଶ୍ରୋତାମାନଙ୍କୁ କହୁଛନ୍ତି, ତୁମେ ଏଠାରେ ଦ୍ବିତୀୟ ପୁରୁଷ ବ୍ୟବହାର କରିବାକୁ ଇଚ୍ଛା କରିପାର I ଦେଖ ତୁମେ ଏହି ବାକ୍ୟାଂଶକୁ କିପରି [ପ୍ରକାଶିତ ୨:୭](../02/07.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯଦି ତୁମେ ଶୁଣିବାକୁ ଇଚ୍ଛା କରୁଅଛ, ଶୁଣ” କିମ୍ବା “ଯଦି ତୁମେ ବୁଝିବାକୁ ଇଚ୍ଛା କରୁଅଛ, ତେବେ ବୁଝି ତାହା ପାଳନ କର” (ଦେଖ: [[rc://*/ta/man/translate/figs-123person]])