or_tn/rev/02/12.md

1.8 KiB
Raw Permalink Blame History

General Information:

ଏହା ପର୍ଗମ୍ ମଣ୍ଡଳୀର ଦୂତଙ୍କ ନିକଟକୁ ମନୁଷ୍ୟପୁତ୍ରଙ୍କ ବାର୍ତ୍ତାର ଆରମ୍ଭ ଅଟେ I

the angel

ସମ୍ଭାବିତ ଅର୍ଥଗୁଡିକ ଯେ ଏହି “ଦୂତ” ୧) ସ୍ବର୍ଗୀୟ ଦୂତଗଣ, ଯେଉଁମାନେ ଏହି ମଣ୍ଡଳୀକୁ ସୁରକ୍ଷା ଦିଅନ୍ତି କିମ୍ବା ) ମଣ୍ଡଳୀ ନିକଟକୁ ମନୁଷ୍ୟ ବାର୍ତ୍ତାବାହକମାନେ, ହୁଏତ ଯୋହନଙ୍କ ପ୍ରେରିତ ବାର୍ତ୍ତାବାହକମାନେ ଅବା ସେହି ମଣ୍ଡଳୀଗୁଡିକର ଅଧକ୍ଷଗଣ I ଦେଖ ତୁମେ “ଦୂତ”କୁ କିପରି ପ୍ରକାଶିତ ୧:ରେ ଅନୁବାଦ କରିଅଛ I

Pergamum

ଏହା ପଶ୍ଚିମ ଏସିଆ ଅଞ୍ଚଳରେ ଥିବା ଏକ ନଗରର ନାମ ଯାହା ଆଜିର ଆଧୁନିକ ତୁର୍କୀରେ ଅବସ୍ଥିତ ଅଟେ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୧୧ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/translate-names)

the sword with two sharp edges

ଏହା ଏକ ଦ୍ବିଧାର ଖଡ୍ଗକୁ ବୁଝାଏ, ଉଭୟ ପକ୍ଷକୁ କାଟିବା ନିମନ୍ତେ ଯାହାର ଉଭୟ ଧାରକୁ ତୀକ୍ଷ୍ଣ କରାଯାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୧୬ରେ ଅନୁବାଦ କରିଅଛ I