or_tn/rev/02/12.md

16 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହା ପର୍ଗମ୍ ମଣ୍ଡଳୀର ଦୂତଙ୍କ ନିକଟକୁ ମନୁଷ୍ୟପୁତ୍ରଙ୍କ ବାର୍ତ୍ତାର ଆରମ୍ଭ ଅଟେ I
# the angel
ସମ୍ଭାବିତ ଅର୍ଥଗୁଡିକ ଯେ ଏହି “ଦୂତ” ୧) ସ୍ବର୍ଗୀୟ ଦୂତଗଣ, ଯେଉଁମାନେ ଏହି ମଣ୍ଡଳୀକୁ ସୁରକ୍ଷା ଦିଅନ୍ତି କିମ୍ବା ) ମଣ୍ଡଳୀ ନିକଟକୁ ମନୁଷ୍ୟ ବାର୍ତ୍ତାବାହକମାନେ, ହୁଏତ ଯୋହନଙ୍କ ପ୍ରେରିତ ବାର୍ତ୍ତାବାହକମାନେ ଅବା ସେହି ମଣ୍ଡଳୀଗୁଡିକର ଅଧକ୍ଷଗଣ I ଦେଖ ତୁମେ “ଦୂତ”କୁ କିପରି [ପ୍ରକାଶିତ ୧:](../01/20.md)ରେ ଅନୁବାଦ କରିଅଛ I
# Pergamum
ଏହା ପଶ୍ଚିମ ଏସିଆ ଅଞ୍ଚଳରେ ଥିବା ଏକ ନଗରର ନାମ ଯାହା ଆଜିର ଆଧୁନିକ ତୁର୍କୀରେ ଅବସ୍ଥିତ ଅଟେ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୧୧](../01/11.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-names]])
# the sword with two sharp edges
ଏହା ଏକ ଦ୍ବିଧାର ଖଡ୍ଗକୁ ବୁଝାଏ, ଉଭୟ ପକ୍ଷକୁ କାଟିବା ନିମନ୍ତେ ଯାହାର ଉଭୟ ଧାରକୁ ତୀକ୍ଷ୍ଣ କରାଯାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୧୬](../01/16.md)ରେ ଅନୁବାଦ କରିଅଛ I