or_tn/rev/02/08.md

1.7 KiB
Raw Permalink Blame History

General Information:

ଏହା ସ୍ମୁର୍ଣ୍ଣା ମଣ୍ଡଳୀର ଦୂତଙ୍କ ନିକଟକୁ ମନୁଷ୍ୟପୁତ୍ରଙ୍କ ବାର୍ତ୍ତାର ଆରମ୍ଭ ଅଟେ I

the angel

ସମ୍ଭାବିତ ଅର୍ଥଗୁଡିକ ଯେ ଏହି “ଦୂତ” ୧) ସ୍ବର୍ଗୀୟ ଦୂତଗଣ, ଯେଉଁମାନେ ଏହି ମଣ୍ଡଳୀ ସୁରକ୍ଷା କରନ୍ତି କିମ୍ବା ) ମଣ୍ଡଳୀ ନିକଟକୁ ମନୁଷ୍ୟ ବାର୍ତ୍ତାବାହକ, ହୁଏତ ଯୋହନଙ୍କ ପ୍ରେରିତ ବାର୍ତ୍ତାବାହକ ଅବା ସେହି ମଣ୍ଡଳୀଗୁଡିକର ଅଧକ୍ଷଗଣ I ଦେଖ ତୁମେ “ଦୂତ”କୁ କିପରି ପ୍ରକାଶିତ ୧:ରେ ଅନୁବାଦ କରିଅଛ I

Smyrna

ଏହା ପଶ୍ଚିମ ଏସିଆର ଏକ ଅଞ୍ଚଳରେଥିବା ଏକ ନଗରର ନାମ ଅଟେ ଯାହା ଆଜିର ଆଧୁନିକ ତୁର୍କୀରେ ଅବସ୍ଥିତ ଅଟେ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୧୧ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/translate-names)

the first and the last

ଏହା ଯୀଶୁଙ୍କର ଅନନ୍ତ ପ୍ରକୃତିକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୧୭ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/figs-merism)