or_tn/rev/01/17.md

665 B

fell at his feet like a dead man

ଯୋହନ ଭୂମି ତଳକୁ ମୁହଁକରି ପଡ଼ି ଯାଉଛନ୍ତି I ସେ ସମ୍ଭବତଃ ଅତି ଭୟଭୀତ ହୋଇ ଯୀଶୁଙ୍କୁ ପ୍ରଗାଢ଼ ସମ୍ମାନ ଦେଖାଉଥିଲେ I (ଦେଖ: rc://*/ta/man/translate/figs-simile)

He placed his right hand on me

ସେ ଆପଣା ଦକ୍ଷିଣ ହସ୍ତରେ ମୋତେ ସ୍ପର୍ଶ କଲେ

I am the first and the last

ଏହା ଯୀଶୁଙ୍କର ଅନନ୍ତ ପ୍ରକୃତିକୁ ବୁଝାଏ I (ଦେଖ: rc://*/ta/man/translate/figs-merism)