or_tn/rev/01/17.md

12 lines
665 B
Markdown
Raw Permalink Normal View History

2020-11-19 00:15:53 +00:00
# fell at his feet like a dead man
ଯୋହନ ଭୂମି ତଳକୁ ମୁହଁକରି ପଡ଼ି ଯାଉଛନ୍ତି I ସେ ସମ୍ଭବତଃ ଅତି ଭୟଭୀତ ହୋଇ ଯୀଶୁଙ୍କୁ ପ୍ରଗାଢ଼ ସମ୍ମାନ ଦେଖାଉଥିଲେ I (ଦେଖ: [[rc://*/ta/man/translate/figs-simile]])
# He placed his right hand on me
ସେ ଆପଣା ଦକ୍ଷିଣ ହସ୍ତରେ ମୋତେ ସ୍ପର୍ଶ କଲେ
# I am the first and the last
ଏହା ଯୀଶୁଙ୍କର ଅନନ୍ତ ପ୍ରକୃତିକୁ ବୁଝାଏ I (ଦେଖ: [[rc://*/ta/man/translate/figs-merism]])