or_tn/rev/01/09.md

24 lines
1.7 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ତାହାଙ୍କର ଦର୍ଶନ କିପରି ଆରମ୍ଭ ହେଲା ଓ ଆତ୍ମା ତାହାଙ୍କୁ କିପରି କଥା କହିଲେ, ଯୋହନ ତାହା ବର୍ଣ୍ଣନା କରୁଛନ୍ତି I
# your ... you
ଏହା ସପ୍ତ ମଣ୍ଡଳୀରେ ଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])
# I, John—your brother and the one who shares with you in the suffering and kingdom and patient endurance that are in Jesus—was
ଏହାକୁ ଏକ ଭିନ୍ନବାକ୍ୟ ସଦୃଶ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ, ଯୋହନ, ତୁମ୍ଭମାନଙ୍କର ଭାଇ ଯେ ଈଶ୍ବରଙ୍କ ରାଜ୍ୟରେ ତୁମ୍ଭର ସହଭାଗୀ ଓ ତୁମ୍ଭ ସହ ମଧ୍ୟ ଦୁଃଖଭୋଗ କରି ପରୀକ୍ଷା ସହ୍ୟ କରିଅଛି କାରଣ ଆମ୍ଭେମାନେ ଯୀଶୁଙ୍କର ଅଟୁ I ମୁ ଥିଲି”
# because of the word of God
ଯେହେତୁ ମୁଁ ଅନ୍ୟମାନଙ୍କୁ ଈଶ୍ବରଙ୍କ ବାକ୍ୟ କହିଥିଲି
# the word of God
ଈଶ୍ବର କହିଥିବା ସମ୍ବାଦ I [ପ୍ରକାଶିତ ବାକ୍ୟ ୧:](../01/02.md) ସଦୃଶ ଅନୁବାଦ କର I
# the testimony about Jesus
ଯୀଶୁଙ୍କ ବିଷୟରେ ଈଶ୍ବର ଦେଇଥିବା ସାକ୍ଷ୍ୟ I[ପ୍ରକାଶିତ ବାକ୍ୟ ୧:](../01/02.md) ସଦୃଶ ଅନୁବାଦ କର I