or_tn/rev/01/09.md

1.7 KiB
Raw Permalink Blame History

General Information:

ତାହାଙ୍କର ଦର୍ଶନ କିପରି ଆରମ୍ଭ ହେଲା ଓ ଆତ୍ମା ତାହାଙ୍କୁ କିପରି କଥା କହିଲେ, ଯୋହନ ତାହା ବର୍ଣ୍ଣନା କରୁଛନ୍ତି I

your ... you

ଏହା ସପ୍ତ ମଣ୍ଡଳୀରେ ଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

I, John—your brother and the one who shares with you in the suffering and kingdom and patient endurance that are in Jesus—was

ଏହାକୁ ଏକ ଭିନ୍ନବାକ୍ୟ ସଦୃଶ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ, ଯୋହନ, ତୁମ୍ଭମାନଙ୍କର ଭାଇ ଯେ ଈଶ୍ବରଙ୍କ ରାଜ୍ୟରେ ତୁମ୍ଭର ସହଭାଗୀ ଓ ତୁମ୍ଭ ସହ ମଧ୍ୟ ଦୁଃଖଭୋଗ କରି ପରୀକ୍ଷା ସହ୍ୟ କରିଅଛି କାରଣ ଆମ୍ଭେମାନେ ଯୀଶୁଙ୍କର ଅଟୁ I ମୁ ଥିଲି”

because of the word of God

ଯେହେତୁ ମୁଁ ଅନ୍ୟମାନଙ୍କୁ ଈଶ୍ବରଙ୍କ ବାକ୍ୟ କହିଥିଲି

the word of God

ଈଶ୍ବର କହିଥିବା ସମ୍ବାଦ I ପ୍ରକାଶିତ ବାକ୍ୟ ୧: ସଦୃଶ ଅନୁବାଦ କର I

the testimony about Jesus

ଯୀଶୁଙ୍କ ବିଷୟରେ ଈଶ୍ବର ଦେଇଥିବା ସାକ୍ଷ୍ୟ Iପ୍ରକାଶିତ ବାକ୍ୟ ୧: ସଦୃଶ ଅନୁବାଦ କର I