# General Information: ତାହାଙ୍କର ଦର୍ଶନ କିପରି ଆରମ୍ଭ ହେଲା ଓ ଆତ୍ମା ତାହାଙ୍କୁ କିପରି କଥା କହିଲେ, ଯୋହନ ତାହା ବର୍ଣ୍ଣନା କରୁଛନ୍ତି I # your ... you ଏହା ସପ୍ତ ମଣ୍ଡଳୀରେ ଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]]) # I, John—your brother and the one who shares with you in the suffering and kingdom and patient endurance that are in Jesus—was ଏହାକୁ ଏକ ଭିନ୍ନବାକ୍ୟ ସଦୃଶ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ, ଯୋହନ, ତୁମ୍ଭମାନଙ୍କର ଭାଇ ଯେ ଈଶ୍ବରଙ୍କ ରାଜ୍ୟରେ ତୁମ୍ଭର ସହଭାଗୀ ଓ ତୁମ୍ଭ ସହ ମଧ୍ୟ ଦୁଃଖଭୋଗ କରି ପରୀକ୍ଷା ସହ୍ୟ କରିଅଛି କାରଣ ଆମ୍ଭେମାନେ ଯୀଶୁଙ୍କର ଅଟୁ I ମୁ ଥିଲି” # because of the word of God ଯେହେତୁ ମୁଁ ଅନ୍ୟମାନଙ୍କୁ ଈଶ୍ବରଙ୍କ ବାକ୍ୟ କହିଥିଲି # the word of God ଈଶ୍ବର କହିଥିବା ସମ୍ବାଦ I [ପ୍ରକାଶିତ ବାକ୍ୟ ୧:୨](../01/02.md) ସଦୃଶ ଅନୁବାଦ କର I # the testimony about Jesus ଯୀଶୁଙ୍କ ବିଷୟରେ ଈଶ୍ବର ଦେଇଥିବା ସାକ୍ଷ୍ୟ I[ପ୍ରକାଶିତ ବାକ୍ୟ ୧:୨](../01/02.md) ସଦୃଶ ଅନୁବାଦ କର I