or_tn/php/04/14.md

1003 B

Connecting Statement:

ପାଉଲ ବୁଝାଇବାରେ ଲାଗିଛନ୍ତି ଯେ ସେ ଫିଲିପ୍ପୀୟମାନଙ୍କୁ ସେମାନଙ୍କ ଦାନ ନିମନ୍ତେ କୃତଜ୍ଞ ହୋଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି, ଅଧିକପ୍ରାପ୍ତି ନିମନ୍ତେ ସେଗୁଡିକୁ ସେ ଆବଶ୍ୟକ କରୁଥିବାରୁ ତାହା କରୁନାହାନ୍ତି I (ଦେଖ ଫିଲିପ୍ପୀୟ ୩:୧୧)

in my difficulties

ପାଉଲ ଆପଣା କ୍ଲେଶଭୋଗ ବିଷୟରେ କହୁଛନ୍ତି ଯେପରି ଏହା ଏକ ସ୍ଥାନ ଥିଲେ ଯେଉଁଠାରେ ସେ ଥିଲେ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ବିଷୟ କଷ୍ଟକର ହୋଇଗଲା” (ଦେଖ: rc://*/ta/man/translate/figs-metaphor)