or_tn/php/03/11.md

653 B

so somehow I may experience the resurrection from the dead

“କୌଣସି ପ୍ରକାରେ” ଶବ୍ଦର ଅର୍ଥ ଏହି ଜୀବନରେ ତାହାଙ୍କ ପ୍ରତି କ’ଣ ଘଟିବାକୁ ଯାଉଅଛି, ପାଉଲ ତାହା ଜାଣନ୍ତି ନାହିଁ, କିନ୍ତୁ ତାହା ଅନନ୍ତ ଜୀବନର ପରିଣାମ ହେବ I “ତେଣୁ, ବର୍ତ୍ତମାନ ମୋ ପ୍ରତି ଯାହା ଘଟିଲେ ମଧ୍ୟ, “ମୁ ମୃତ ହେବା ପରେ ପୁନରୁତ୍ଥାନ ପ୍ରାପ୍ତ ହୋଇ ପାରିବି”