or_tn/php/04/14.md

8 lines
1003 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ବୁଝାଇବାରେ ଲାଗିଛନ୍ତି ଯେ ସେ ଫିଲିପ୍ପୀୟମାନଙ୍କୁ ସେମାନଙ୍କ ଦାନ ନିମନ୍ତେ କୃତଜ୍ଞ ହୋଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି, ଅଧିକପ୍ରାପ୍ତି ନିମନ୍ତେ ସେଗୁଡିକୁ ସେ ଆବଶ୍ୟକ କରୁଥିବାରୁ ତାହା କରୁନାହାନ୍ତି I (ଦେଖ [ଫିଲିପ୍ପୀୟ ୩:୧୧](../03/11.md))
# in my difficulties
ପାଉଲ ଆପଣା କ୍ଲେଶଭୋଗ ବିଷୟରେ କହୁଛନ୍ତି ଯେପରି ଏହା ଏକ ସ୍ଥାନ ଥିଲେ ଯେଉଁଠାରେ ସେ ଥିଲେ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ବିଷୟ କଷ୍ଟକର ହୋଇଗଲା” (ଦେଖ: [[rc://*/ta/man/translate/figs-metaphor]])