or_tn/php/03/18.md

2.4 KiB

Many are walking ... as enemies of the cross of Christ

ଏହି ପଦଗୁଡିକ ନିମନ୍ତେ ଏହି ଶବ୍ଦଗୁଡିକ ପାଉଲଙ୍କ ମୁଖ୍ୟ ଚିନ୍ତାଧାରା ଅଟନ୍ତି I

Many are walking

ଜଣେ ବ୍ୟକ୍ତିର ଆଚରଣ ବିଷୟରେ କୁହାଯାଏ ଯେପରି ସେ ଏକ ପଥରେ ଚାଲୁଅଛି I ଅନ୍ୟ ଏକ ଅନୁବାଦରେ: “ଅନେକ ଜୀବନଯାପନ କରୁଛନ୍ତି” କିମ୍ବା “ଅନେକ ସେମାନଙ୍କ ଜୀବନରେ ଆଚରଣ କରୁଛନ୍ତି” (ଦେଖ: rc://*/ta/man/translate/figs-metaphor)

those about whom I have often told you, and now I am telling you with tears

ପାଉଲ ଏହି ପଦଗୁଡିକୁ ସହିତ ପାଉଲ ତାହାଙ୍କ ମୁଖ୍ୟ ଚିନ୍ତାଧାରାରେ ବିରତି ନିଅନ୍ତି ଯାହା “ଅନେକେ” ଶବ୍ଦକୁ ବ୍ୟାଖ୍ୟା କରେ I ଯଦି ଆବଶ୍ୟକ ମନେକର, ତେବେ ତୁମେ ସେଗୁଡିକୁ ପଦର ଆରମ୍ଭ କିମ୍ବା ଶେଷକୁ ନେଇ ପାର I

I have often told you

ମୁଁ ତୁମ୍ଭମାନଙ୍କୁ ଅନେକ ଥର କହିଅଛି

am telling you with tears

ମୁ ତୁମକୁ ବହୁ ଦୁଃଖର ସହିତ ଜଣାଉଛି

as enemies of the cross of Christ

ଏଠାରେ “ଖ୍ରୀଷ୍ଟଙ୍କ କ୍ରୁଶ” ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ମୃତ୍ୟୁକୁ ବୁଝାଏ I ସେମାନେ ଶତ୍ରୁମାନେ ଅଟନ୍ତି, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରିବା କହୁଛନ୍ତି, କିନ୍ତୁ ଯୀଶୁଙ୍କ ସଦୃଶ ଦୁଃଖଭୋଗ କିମ୍ବା ମୃତ୍ୟୁଭୋଗ କରିବାକୁ ଚାହୁଁ ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଏପରି ଜୀବନଯାପନ କରୁଛନ୍ତି ଯେ ପ୍ରକୃତରେ ସେମାନେ ପ୍ରକୃତରେ ଯୀଶୁଙ୍କ ବିରୋଧୀ ଅଟନ୍ତି, ଯେ କି କ୍ରୁଶରେ ଦୁଃଖଭୋଗ ଓ ମୃତ୍ୟୁଭୋଗ କରିବା ଇଚ୍ଛା କଲେ” (ଦେଖ: rc://*/ta/man/translate/figs-metonymy)