# Many are walking ... as enemies of the cross of Christ ଏହି ପଦଗୁଡିକ ନିମନ୍ତେ ଏହି ଶବ୍ଦଗୁଡିକ ପାଉଲଙ୍କ ମୁଖ୍ୟ ଚିନ୍ତାଧାରା ଅଟନ୍ତି I # Many are walking ଜଣେ ବ୍ୟକ୍ତିର ଆଚରଣ ବିଷୟରେ କୁହାଯାଏ ଯେପରି ସେ ଏକ ପଥରେ ଚାଲୁଅଛି I ଅନ୍ୟ ଏକ ଅନୁବାଦରେ: “ଅନେକ ଜୀବନଯାପନ କରୁଛନ୍ତି” କିମ୍ବା “ଅନେକ ସେମାନଙ୍କ ଜୀବନରେ ଆଚରଣ କରୁଛନ୍ତି” (ଦେଖ: [[rc://*/ta/man/translate/figs-metaphor]]) # those about whom I have often told you, and now I am telling you with tears ପାଉଲ ଏହି ପଦଗୁଡିକୁ ସହିତ ପାଉଲ ତାହାଙ୍କ ମୁଖ୍ୟ ଚିନ୍ତାଧାରାରେ ବିରତି ନିଅନ୍ତି ଯାହା “ଅନେକେ” ଶବ୍ଦକୁ ବ୍ୟାଖ୍ୟା କରେ I ଯଦି ଆବଶ୍ୟକ ମନେକର, ତେବେ ତୁମେ ସେଗୁଡିକୁ ପଦର ଆରମ୍ଭ କିମ୍ବା ଶେଷକୁ ନେଇ ପାର I # I have often told you ମୁଁ ତୁମ୍ଭମାନଙ୍କୁ ଅନେକ ଥର କହିଅଛି # am telling you with tears ମୁ ତୁମକୁ ବହୁ ଦୁଃଖର ସହିତ ଜଣାଉଛି # as enemies of the cross of Christ ଏଠାରେ “ଖ୍ରୀଷ୍ଟଙ୍କ କ୍ରୁଶ” ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ମୃତ୍ୟୁକୁ ବୁଝାଏ I ସେମାନେ ଶତ୍ରୁମାନେ ଅଟନ୍ତି, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରିବା କହୁଛନ୍ତି, କିନ୍ତୁ ଯୀଶୁଙ୍କ ସଦୃଶ ଦୁଃଖଭୋଗ କିମ୍ବା ମୃତ୍ୟୁଭୋଗ କରିବାକୁ ଚାହୁଁ ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଏପରି ଜୀବନଯାପନ କରୁଛନ୍ତି ଯେ ପ୍ରକୃତରେ ସେମାନେ ପ୍ରକୃତରେ ଯୀଶୁଙ୍କ ବିରୋଧୀ ଅଟନ୍ତି, ଯେ କି କ୍ରୁଶରେ ଦୁଃଖଭୋଗ ଓ ମୃତ୍ୟୁଭୋଗ କରିବା ଇଚ୍ଛା କଲେ” (ଦେଖ: [[rc://*/ta/man/translate/figs-metonymy]])