or_tn/php/03/18.md

24 lines
2.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# Many are walking ... as enemies of the cross of Christ
ଏହି ପଦଗୁଡିକ ନିମନ୍ତେ ଏହି ଶବ୍ଦଗୁଡିକ ପାଉଲଙ୍କ ମୁଖ୍ୟ ଚିନ୍ତାଧାରା ଅଟନ୍ତି I
# Many are walking
ଜଣେ ବ୍ୟକ୍ତିର ଆଚରଣ ବିଷୟରେ କୁହାଯାଏ ଯେପରି ସେ ଏକ ପଥରେ ଚାଲୁଅଛି I ଅନ୍ୟ ଏକ ଅନୁବାଦରେ: “ଅନେକ ଜୀବନଯାପନ କରୁଛନ୍ତି” କିମ୍ବା “ଅନେକ ସେମାନଙ୍କ ଜୀବନରେ ଆଚରଣ କରୁଛନ୍ତି” (ଦେଖ: [[rc://*/ta/man/translate/figs-metaphor]])
# those about whom I have often told you, and now I am telling you with tears
ପାଉଲ ଏହି ପଦଗୁଡିକୁ ସହିତ ପାଉଲ ତାହାଙ୍କ ମୁଖ୍ୟ ଚିନ୍ତାଧାରାରେ ବିରତି ନିଅନ୍ତି ଯାହା “ଅନେକେ” ଶବ୍ଦକୁ ବ୍ୟାଖ୍ୟା କରେ I ଯଦି ଆବଶ୍ୟକ ମନେକର, ତେବେ ତୁମେ ସେଗୁଡିକୁ ପଦର ଆରମ୍ଭ କିମ୍ବା ଶେଷକୁ ନେଇ ପାର I
# I have often told you
ମୁଁ ତୁମ୍ଭମାନଙ୍କୁ ଅନେକ ଥର କହିଅଛି
# am telling you with tears
ମୁ ତୁମକୁ ବହୁ ଦୁଃଖର ସହିତ ଜଣାଉଛି
# as enemies of the cross of Christ
ଏଠାରେ “ଖ୍ରୀଷ୍ଟଙ୍କ କ୍ରୁଶ” ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ମୃତ୍ୟୁକୁ ବୁଝାଏ I ସେମାନେ ଶତ୍ରୁମାନେ ଅଟନ୍ତି, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରିବା କହୁଛନ୍ତି, କିନ୍ତୁ ଯୀଶୁଙ୍କ ସଦୃଶ ଦୁଃଖଭୋଗ କିମ୍ବା ମୃତ୍ୟୁଭୋଗ କରିବାକୁ ଚାହୁଁ ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଏପରି ଜୀବନଯାପନ କରୁଛନ୍ତି ଯେ ପ୍ରକୃତରେ ସେମାନେ ପ୍ରକୃତରେ ଯୀଶୁଙ୍କ ବିରୋଧୀ ଅଟନ୍ତି, ଯେ କି କ୍ରୁଶରେ ଦୁଃଖଭୋଗ ଓ ମୃତ୍ୟୁଭୋଗ କରିବା ଇଚ୍ଛା କଲେ” (ଦେଖ: [[rc://*/ta/man/translate/figs-metonymy]])