or_tn/php/03/05.md

1.3 KiB
Raw Permalink Blame History

I was circumcised

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ଯାଜକ ମୋତେ ସୁନ୍ନତ କରିଥିଲେ”(ଦେଖ: rc://*/ta/man/translate/figs-rpronouns)

the eighth day

ମୁଁ ଜନ୍ମ ହେବାର ସାତଦିନ ପରେ

a Hebrew of Hebrews

ସମ୍ଭାବିତ ଅର୍ଥଗୁଡିକ ୧) “ଏବ୍ରୀୟ ପିତାମାତାଙ୍କ ଜଣେ ଏବ୍ରୀୟ ସନ୍ତାନ” କିମ୍ବା ) “ଅତି ପବିତ୍ର ଏବ୍ରୀୟ I”

with regard to the law, a Pharisee

ଫାରୂଶୀମାନେ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିଲେ I ଜଣେ ଫାରୂଶୀ ହୋଇ ପାଉଲ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିବା ଦର୍ଶାଇଲେ I ଅନ୍ୟ ଏକ ଅନୁବାଦରେ: “ଜଣେ ଫାରୂଶୀଭାବରେ, ମୁଁ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିଲି”