or_tn/php/03/05.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# I was circumcised
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ଯାଜକ ମୋତେ ସୁନ୍ନତ କରିଥିଲେ”(ଦେଖ: [[rc://*/ta/man/translate/figs-rpronouns]])
# the eighth day
ମୁଁ ଜନ୍ମ ହେବାର ସାତଦିନ ପରେ
# a Hebrew of Hebrews
ସମ୍ଭାବିତ ଅର୍ଥଗୁଡିକ ୧) “ଏବ୍ରୀୟ ପିତାମାତାଙ୍କ ଜଣେ ଏବ୍ରୀୟ ସନ୍ତାନ” କିମ୍ବା ) “ଅତି ପବିତ୍ର ଏବ୍ରୀୟ I”
# with regard to the law, a Pharisee
ଫାରୂଶୀମାନେ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିଲେ I ଜଣେ ଫାରୂଶୀ ହୋଇ ପାଉଲ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିବା ଦର୍ଶାଇଲେ I ଅନ୍ୟ ଏକ ଅନୁବାଦରେ: “ଜଣେ ଫାରୂଶୀଭାବରେ, ମୁଁ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିଲି”