# I was circumcised ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ଯାଜକ ମୋତେ ସୁନ୍ନତ କରିଥିଲେ”(ଦେଖ: [[rc://*/ta/man/translate/figs-rpronouns]]) # the eighth day ମୁଁ ଜନ୍ମ ହେବାର ସାତଦିନ ପରେ # a Hebrew of Hebrews ସମ୍ଭାବିତ ଅର୍ଥଗୁଡିକ ୧) “ଏବ୍ରୀୟ ପିତାମାତାଙ୍କ ଜଣେ ଏବ୍ରୀୟ ସନ୍ତାନ” କିମ୍ବା ୨) “ଅତି ପବିତ୍ର ଏବ୍ରୀୟ I” # with regard to the law, a Pharisee ଫାରୂଶୀମାନେ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିଲେ I ଜଣେ ଫାରୂଶୀ ହୋଇ ପାଉଲ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିବା ଦର୍ଶାଇଲେ I ଅନ୍ୟ ଏକ ଅନୁବାଦରେ: “ଜଣେ ଫାରୂଶୀଭାବରେ, ମୁଁ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିଲି”