or_tn/mrk/15/21.md

20 lines
1.2 KiB
Markdown

# they forced him to carry his cross
ରୋମୀୟ ବ୍ୟବସ୍ଥାନୁସାରେ, ଜଣେ ସୈନିକ ସେହି ବାଟ ଦେଇ ଯାଉଥିବା ଲୋକକୁ ବୋଝ ବୋହିଵା ନିମନ୍ତେ ଜବରଦସ୍ତ ଆଣି ପାରିବେ I ଏହି ପରିସ୍ଥିତିରେ, ସେମାନେ ଶିମୋନଙ୍କୁ ଯୀଶୁଙ୍କ କୃଶ ବୋହିଵା ନିମନ୍ତେ ବାଧ୍ୟ କଲେ I
# from the country
ନଗର ବାହାରୁ
# A certain man, ... Rufus), and
ଏହା ପ୍ରାକ ତଥ୍ୟ ସେହି ବ୍ୟକ୍ତିର ଅଟେ ଯାହାଙ୍କୁ ସୈନିକମାନେ ଯୀଶୁଙ୍କ କୃଶ ବହନ କରିବା ନିମନ୍ତେ ବାଧ୍ୟ କଲେ I (ଦେଖ: [[rc://*/ta/man/translate/writing-background]])
# Simon ... Alexander ... Rufus
ଏହା ସେହି ବ୍ୟକ୍ତିଙ୍କର ନାମଗୁଡିକ ଅଟନ୍ତି I (ଦେଖ: [[rc://*/ta/man/translate/translate-names]])
# Cyrene
ତାହା ଗୋଟିଏ ସ୍ଥାନର ନାମ ଅଟେ I (ଦେଖ: [[rc://*/ta/man/translate/translate-names]])