or_tn/mrk/15/21.md

1.2 KiB

they forced him to carry his cross

ରୋମୀୟ ବ୍ୟବସ୍ଥାନୁସାରେ, ଜଣେ ସୈନିକ ସେହି ବାଟ ଦେଇ ଯାଉଥିବା ଲୋକକୁ ବୋଝ ବୋହିଵା ନିମନ୍ତେ ଜବରଦସ୍ତ ଆଣି ପାରିବେ I ଏହି ପରିସ୍ଥିତିରେ, ସେମାନେ ଶିମୋନଙ୍କୁ ଯୀଶୁଙ୍କ କୃଶ ବୋହିଵା ନିମନ୍ତେ ବାଧ୍ୟ କଲେ I

from the country

ନଗର ବାହାରୁ

A certain man, ... Rufus), and

ଏହା ପ୍ରାକ ତଥ୍ୟ ସେହି ବ୍ୟକ୍ତିର ଅଟେ ଯାହାଙ୍କୁ ସୈନିକମାନେ ଯୀଶୁଙ୍କ କୃଶ ବହନ କରିବା ନିମନ୍ତେ ବାଧ୍ୟ କଲେ I (ଦେଖ: rc://*/ta/man/translate/writing-background)

Simon ... Alexander ... Rufus

ଏହା ସେହି ବ୍ୟକ୍ତିଙ୍କର ନାମଗୁଡିକ ଅଟନ୍ତି I (ଦେଖ: rc://*/ta/man/translate/translate-names)

Cyrene

ତାହା ଗୋଟିଏ ସ୍ଥାନର ନାମ ଅଟେ I (ଦେଖ: rc://*/ta/man/translate/translate-names)