# they forced him to carry his cross ରୋମୀୟ ବ୍ୟବସ୍ଥାନୁସାରେ, ଜଣେ ସୈନିକ ସେହି ବାଟ ଦେଇ ଯାଉଥିବା ଲୋକକୁ ବୋଝ ବୋହିଵା ନିମନ୍ତେ ଜବରଦସ୍ତ ଆଣି ପାରିବେ I ଏହି ପରିସ୍ଥିତିରେ, ସେମାନେ ଶିମୋନଙ୍କୁ ଯୀଶୁଙ୍କ କୃଶ ବୋହିଵା ନିମନ୍ତେ ବାଧ୍ୟ କଲେ I # from the country ନଗର ବାହାରୁ # A certain man, ... Rufus), and ଏହା ପ୍ରାକ ତଥ୍ୟ ସେହି ବ୍ୟକ୍ତିର ଅଟେ ଯାହାଙ୍କୁ ସୈନିକମାନେ ଯୀଶୁଙ୍କ କୃଶ ବହନ କରିବା ନିମନ୍ତେ ବାଧ୍ୟ କଲେ I (ଦେଖ: [[rc://*/ta/man/translate/writing-background]]) # Simon ... Alexander ... Rufus ଏହା ସେହି ବ୍ୟକ୍ତିଙ୍କର ନାମଗୁଡିକ ଅଟନ୍ତି I (ଦେଖ: [[rc://*/ta/man/translate/translate-names]]) # Cyrene ତାହା ଗୋଟିଏ ସ୍ଥାନର ନାମ ଅଟେ I (ଦେଖ: [[rc://*/ta/man/translate/translate-names]])