or_tn/mrk/13/30.md

857 B

Truly I say to you

ଏହା ସୁଚିତ କରେ ଯେ ନିମ୍ନଲିଖିତ ଉକ୍ତି ବିଶେଷ ଗୁରୁତ୍ବପୁର୍ଣ ଅଟେ I ଦେଖ ତୁମେ ଏହାକୁ [ମାର୍କ ୩:୨୮] (../03/28.md)ରେ କିପରି ଅନୁବାଦ କରିଅଚ୍ଛ I

will not pass away

ଏହାକୁ ନମ୍ରଭାବରେ କେହିଜଣେ ମାରିବାକୁ ଯାଉଥିବା କୁହାଯାଉଛି I ଅନ୍ୟଏକ ଅନୁବାଦରେ: “ମରିବ ନାହିଁ” କିମ୍ବା “ଶେଷ ହେବ ନାହିଁ” (ଦେଖ: rc://*/ta/man/translate/figs-euphemism)

until all of these things

“ସେହିସବୁ ବିଷୟ” ବାକ୍ୟାଂଶ ମହାକ୍ଲେଶର ଦିନଗୁଡିକୁ ବୁଝାଏ I