# Truly I say to you ଏହା ସୁଚିତ କରେ ଯେ ନିମ୍ନଲିଖିତ ଉକ୍ତି ବିଶେଷ ଗୁରୁତ୍ବପୁର୍ଣ ଅଟେ I ଦେଖ ତୁମେ ଏହାକୁ [ମାର୍କ ୩:୨୮] (../03/28.md)ରେ କିପରି ଅନୁବାଦ କରିଅଚ୍ଛ I # will not pass away ଏହାକୁ ନମ୍ରଭାବରେ କେହିଜଣେ ମାରିବାକୁ ଯାଉଥିବା କୁହାଯାଉଛି I ଅନ୍ୟଏକ ଅନୁବାଦରେ: “ମରିବ ନାହିଁ” କିମ୍ବା “ଶେଷ ହେବ ନାହିଁ” (ଦେଖ: [[rc://*/ta/man/translate/figs-euphemism]]) # until all of these things “ସେହିସବୁ ବିଷୟ” ବାକ୍ୟାଂଶ ମହାକ୍ଲେଶର ଦିନଗୁଡିକୁ ବୁଝାଏ I