or_tn/mrk/13/30.md

12 lines
857 B
Markdown
Raw Permalink Normal View History

2020-11-19 00:15:53 +00:00
# Truly I say to you
ଏହା ସୁଚିତ କରେ ଯେ ନିମ୍ନଲିଖିତ ଉକ୍ତି ବିଶେଷ ଗୁରୁତ୍ବପୁର୍ଣ ଅଟେ I ଦେଖ ତୁମେ ଏହାକୁ [ମାର୍କ ୩:୨୮] (../03/28.md)ରେ କିପରି ଅନୁବାଦ କରିଅଚ୍ଛ I
# will not pass away
ଏହାକୁ ନମ୍ରଭାବରେ କେହିଜଣେ ମାରିବାକୁ ଯାଉଥିବା କୁହାଯାଉଛି I ଅନ୍ୟଏକ ଅନୁବାଦରେ: “ମରିବ ନାହିଁ” କିମ୍ବା “ଶେଷ ହେବ ନାହିଁ” (ଦେଖ: [[rc://*/ta/man/translate/figs-euphemism]])
# until all of these things
“ସେହିସବୁ ବିଷୟ” ବାକ୍ୟାଂଶ ମହାକ୍ଲେଶର ଦିନଗୁଡିକୁ ବୁଝାଏ I