12 lines
913 B
Markdown
12 lines
913 B
Markdown
# they will lead many astray
|
||
|
||
ଏଠାରେ “ଭ୍ରାନ୍ତ ... କରିବା” ଅସତ୍ୟ ବିଷୟରେ ବିଶ୍ବାସ କରିବା ନିମନ୍ତେ ଅନ୍ୟ କାହାକୁ ପ୍ରବର୍ତ୍ତାଇବା ନିମନ୍ତେ ଏକ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ସେମାନେ ଅନେକଙ୍କୁ ଭ୍ରାନ୍ତ କରିବେ” (ଦେଖ: [[rc://*/ta/man/translate/figs-metaphor]])
|
||
|
||
# in my name
|
||
|
||
ସାମ୍ଭାବିତ ଅର୍ଥଗୁଡିକ ୧) “ମୋହର ଅଧିକାର ସାବ୍ୟସ୍ତ କରିବେ” କିମ୍ବା ୨) “ଈଶ୍ବର ସେମାନଙ୍କୁ ପ୍ରେରଣ କରିଥିବା ଦାବି କରିବେ” I (ଦେଖ: [[rc://*/ta/man/translate/figs-metonymy]])
|
||
|
||
# I am he
|
||
|
||
ମୁଁ ଖ୍ରୀଷ୍ଟ ଅଟେ
|