or_tn/mrk/13/06.md

12 lines
913 B
Markdown
Raw Permalink Normal View History

2020-11-19 00:15:53 +00:00
# they will lead many astray
ଏଠାରେ “ଭ୍ରାନ୍ତ ... କରିବା” ଅସତ୍ୟ ବିଷୟରେ ବିଶ୍ବାସ କରିବା ନିମନ୍ତେ ଅନ୍ୟ କାହାକୁ ପ୍ରବର୍ତ୍ତାଇବା ନିମନ୍ତେ ଏକ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ସେମାନେ ଅନେକଙ୍କୁ ଭ୍ରାନ୍ତ କରିବେ” (ଦେଖ: [[rc://*/ta/man/translate/figs-metaphor]])
# in my name
ସାମ୍ଭାବିତ ଅର୍ଥଗୁଡିକ ୧) “ମୋହର ଅଧିକାର ସାବ୍ୟସ୍ତ କରିବେ” କିମ୍ବା ) “ଈଶ୍ବର ସେମାନଙ୍କୁ ପ୍ରେରଣ କରିଥିବା ଦାବି କରିବେ” I (ଦେଖ: [[rc://*/ta/man/translate/figs-metonymy]])
# I am he
ମୁଁ ଖ୍ରୀଷ୍ଟ ଅଟେ