or_tn/mrk/13/06.md

913 B
Raw Permalink Blame History

they will lead many astray

ଏଠାରେ “ଭ୍ରାନ୍ତ ... କରିବା” ଅସତ୍ୟ ବିଷୟରେ ବିଶ୍ବାସ କରିବା ନିମନ୍ତେ ଅନ୍ୟ କାହାକୁ ପ୍ରବର୍ତ୍ତାଇବା ନିମନ୍ତେ ଏକ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ସେମାନେ ଅନେକଙ୍କୁ ଭ୍ରାନ୍ତ କରିବେ” (ଦେଖ: rc://*/ta/man/translate/figs-metaphor)

in my name

ସାମ୍ଭାବିତ ଅର୍ଥଗୁଡିକ ୧) “ମୋହର ଅଧିକାର ସାବ୍ୟସ୍ତ କରିବେ” କିମ୍ବା ) “ଈଶ୍ବର ସେମାନଙ୍କୁ ପ୍ରେରଣ କରିଥିବା ଦାବି କରିବେ” I (ଦେଖ: rc://*/ta/man/translate/figs-metonymy)

I am he

ମୁଁ ଖ୍ରୀଷ୍ଟ ଅଟେ