or_tn/mrk/12/25.md

1.5 KiB

For when they rise

ଏଠାରେ “ସେମାନେ” ଶବ୍ଦ ଉଦାହରଣରୁ ଭାଇମାନେ ଓ ସ୍ତ୍ରୀକୁ ବୁଝାଏ I

rise

ଚାଲିବା ଓ ମୃତ୍ୟୁରୁ ଉଠିବା ଏକ ରୁପକ ଅଟେ ଯାହାର ଅର୍ଥ ମୃତ୍ୟୁ ପରେ ପୁନର୍ବାର ଜୀବିତ ହେବା I (ଦେଖ: rc://*/ta/man/translate/figs-metaphor)

from the dead

ସମସ୍ତେ ମୃତମାନଙ୍କ ମଧ୍ୟରୁ I ଏହି ଭାବନା ସମସ୍ତ ମୃତମାନଙ୍କୁ ପାତାଳରେ ଏକତ୍ରୀକରଣକୁ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଉଠିବା ଅର୍ଥାତ ପୁନର୍ବାର ଜୀବିତ ହେବାକୁ ବୁଝାଏ I

they neither marry nor are given in marriage

ସେମାନେ ବିବାହ କରନ୍ତି ନାହିଁ, ଓ କିମ୍ବା ସେମାନଙ୍କୁ ବିବାହ ଦିଆଯାଏ ନାହିଁ

are given in marriage

ଏହାକୁ କର୍ତ୍ତୁବାଚ୍ୟ ଆକରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି କେହି ସେମାନଙ୍କୁ ବିବାହ ଦିଅନ୍ତି ନାହିଁ” (ଦେଖ: rc://*/ta/man/translate/figs-activepassive)

heaven

ଏହା ଈଶ୍ବର ବାସ କରନ୍ତି ତାହାକୁ ବୁଝାଏ I