or_tn/mrk/12/25.md

24 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# For when they rise
ଏଠାରେ “ସେମାନେ” ଶବ୍ଦ ଉଦାହରଣରୁ ଭାଇମାନେ ଓ ସ୍ତ୍ରୀକୁ ବୁଝାଏ I
# rise
ଚାଲିବା ଓ ମୃତ୍ୟୁରୁ ଉଠିବା ଏକ ରୁପକ ଅଟେ ଯାହାର ଅର୍ଥ ମୃତ୍ୟୁ ପରେ ପୁନର୍ବାର ଜୀବିତ ହେବା I (ଦେଖ: [[rc://*/ta/man/translate/figs-metaphor]])
# from the dead
ସମସ୍ତେ ମୃତମାନଙ୍କ ମଧ୍ୟରୁ I ଏହି ଭାବନା ସମସ୍ତ ମୃତମାନଙ୍କୁ ପାତାଳରେ ଏକତ୍ରୀକରଣକୁ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଉଠିବା ଅର୍ଥାତ ପୁନର୍ବାର ଜୀବିତ ହେବାକୁ ବୁଝାଏ I
# they neither marry nor are given in marriage
ସେମାନେ ବିବାହ କରନ୍ତି ନାହିଁ, ଓ କିମ୍ବା ସେମାନଙ୍କୁ ବିବାହ ଦିଆଯାଏ ନାହିଁ
# are given in marriage
ଏହାକୁ କର୍ତ୍ତୁବାଚ୍ୟ ଆକରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି କେହି ସେମାନଙ୍କୁ ବିବାହ ଦିଅନ୍ତି ନାହିଁ” (ଦେଖ: [[rc://*/ta/man/translate/figs-activepassive]])
# heaven
ଏହା ଈଶ୍ବର ବାସ କରନ୍ତି ତାହାକୁ ବୁଝାଏ I