# For when they rise ଏଠାରେ “ସେମାନେ” ଶବ୍ଦ ଉଦାହରଣରୁ ଭାଇମାନେ ଓ ସ୍ତ୍ରୀକୁ ବୁଝାଏ I # rise ଚାଲିବା ଓ ମୃତ୍ୟୁରୁ ଉଠିବା ଏକ ରୁପକ ଅଟେ ଯାହାର ଅର୍ଥ ମୃତ୍ୟୁ ପରେ ପୁନର୍ବାର ଜୀବିତ ହେବା I (ଦେଖ: [[rc://*/ta/man/translate/figs-metaphor]]) # from the dead ସମସ୍ତେ ମୃତମାନଙ୍କ ମଧ୍ୟରୁ I ଏହି ଭାବନା ସମସ୍ତ ମୃତମାନଙ୍କୁ ପାତାଳରେ ଏକତ୍ରୀକରଣକୁ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଉଠିବା ଅର୍ଥାତ ପୁନର୍ବାର ଜୀବିତ ହେବାକୁ ବୁଝାଏ I # they neither marry nor are given in marriage ସେମାନେ ବିବାହ କରନ୍ତି ନାହିଁ, ଓ କିମ୍ବା ସେମାନଙ୍କୁ ବିବାହ ଦିଆଯାଏ ନାହିଁ # are given in marriage ଏହାକୁ କର୍ତ୍ତୁବାଚ୍ୟ ଆକରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି କେହି ସେମାନଙ୍କୁ ବିବାହ ଦିଅନ୍ତି ନାହିଁ” (ଦେଖ: [[rc://*/ta/man/translate/figs-activepassive]]) # heaven ଏହା ଈଶ୍ବର ବାସ କରନ୍ତି ତାହାକୁ ବୁଝାଏ I