or_tn/mrk/12/13.md

1.1 KiB

Connecting Statement:

ଯୀଶୁଙ୍କୁ ଫାନ୍ଦରେ ପକାଇବା ନିମନ୍ତେ ଏହା ଏକ ଯୋଜନା, କେତେକ ଫାରୁଶୀ ଓ ହେରୋଦୀୟାମାନେ, ଓ ପୁଣି ସାଦ୍ଦୁକୀ ପ୍ରଶ୍ନ ସହିତ ଯୀଶୁଙ୍କ ନିକଟକୁ ଆସିଲେ I

Then they sent

ତା’ପରେ ଯିହୁଦୀନେତାଗଣଙ୍କୁ ପଠାଇଲେ

the Herodians

ଏହା ଏକ ମହାନ ଗୁରୁତ୍ବପୁର୍ଣ୍ଣ ରାଜନୈତିକ ଦଳର ନାମ ଯାହା ହେରୋଦଙ୍କୁ ସମର୍ଥନ କରୁଥିଲେ I

to trap him

ଏଠାରେ ଲେଖକ ଯୀଶୁଙ୍କ ପ୍ରତି ସେମାନଙ୍କର ଚାଲାକକୁ “ତାହାଙ୍କୁ ଫାନ୍ଦରେ” ଭାବରେ ବର୍ଣ୍ଣନା କରିଛନ୍ତି I ଅନ୍ୟଏକ ଅନୁବାଦରେ: “ତାହାଙ୍କୁ ଫାନ୍ଦରେ ପକାଇବା” (ଦେଖ: rc://*/ta/man/translate/figs-metaphor)