# Connecting Statement: ଯୀଶୁଙ୍କୁ ଫାନ୍ଦରେ ପକାଇବା ନିମନ୍ତେ ଏହା ଏକ ଯୋଜନା, କେତେକ ଫାରୁଶୀ ଓ ହେରୋଦୀୟାମାନେ, ଓ ପୁଣି ସାଦ୍ଦୁକୀ ପ୍ରଶ୍ନ ସହିତ ଯୀଶୁଙ୍କ ନିକଟକୁ ଆସିଲେ I # Then they sent ତା’ପରେ ଯିହୁଦୀନେତାଗଣଙ୍କୁ ପଠାଇଲେ # the Herodians ଏହା ଏକ ମହାନ ଗୁରୁତ୍ବପୁର୍ଣ୍ଣ ରାଜନୈତିକ ଦଳର ନାମ ଯାହା ହେରୋଦଙ୍କୁ ସମର୍ଥନ କରୁଥିଲେ I # to trap him ଏଠାରେ ଲେଖକ ଯୀଶୁଙ୍କ ପ୍ରତି ସେମାନଙ୍କର ଚାଲାକକୁ “ତାହାଙ୍କୁ ଫାନ୍ଦରେ” ଭାବରେ ବର୍ଣ୍ଣନା କରିଛନ୍ତି I ଅନ୍ୟଏକ ଅନୁବାଦରେ: “ତାହାଙ୍କୁ ଫାନ୍ଦରେ ପକାଇବା” (ଦେଖ: [[rc://*/ta/man/translate/figs-metaphor]])