or_tn/mrk/12/13.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁଙ୍କୁ ଫାନ୍ଦରେ ପକାଇବା ନିମନ୍ତେ ଏହା ଏକ ଯୋଜନା, କେତେକ ଫାରୁଶୀ ଓ ହେରୋଦୀୟାମାନେ, ଓ ପୁଣି ସାଦ୍ଦୁକୀ ପ୍ରଶ୍ନ ସହିତ ଯୀଶୁଙ୍କ ନିକଟକୁ ଆସିଲେ I
# Then they sent
ତା’ପରେ ଯିହୁଦୀନେତାଗଣଙ୍କୁ ପଠାଇଲେ
# the Herodians
ଏହା ଏକ ମହାନ ଗୁରୁତ୍ବପୁର୍ଣ୍ଣ ରାଜନୈତିକ ଦଳର ନାମ ଯାହା ହେରୋଦଙ୍କୁ ସମର୍ଥନ କରୁଥିଲେ I
# to trap him
ଏଠାରେ ଲେଖକ ଯୀଶୁଙ୍କ ପ୍ରତି ସେମାନଙ୍କର ଚାଲାକକୁ “ତାହାଙ୍କୁ ଫାନ୍ଦରେ” ଭାବରେ ବର୍ଣ୍ଣନା କରିଛନ୍ତି I ଅନ୍ୟଏକ ଅନୁବାଦରେ: “ତାହାଙ୍କୁ ଫାନ୍ଦରେ ପକାଇବା” (ଦେଖ: [[rc://*/ta/man/translate/figs-metaphor]])