or_tn/mrk/12/12.md

911 B

They sought to arrest Jesus

ସେମାନେ ପ୍ରଧାନ ଯାଜକ, ଶାସ୍ତ୍ରୀ, ଓ ପ୍ରାଚୀନମାନଙ୍କୁ ବୁଝାଏ I ଏହି ଦଳକୁ “ଯିହୁଦୀ ନେତାଗଣ” ଭାବରେ କୁହାଯାଇ ପାରେ I

sought

ଇଚ୍ଛା କଲେ

but they feared the crowd

ସେମାନେ ଲୋକସମୁହକୁ ଭୟ କରୁଥିଲେ ଯଦି ସେମାନେ ଯୀଶୁଙ୍କୁ ବନ୍ଦୀ କରିବେ I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ କିନ୍ତୁ ତାହାଙ୍କୁ ଧରିବାକୁ ସେମାନେ ଲୋକସମୁହକୁ ଭୟ କଲେ” (ଦେଖ: rc://*/ta/man/translate/figs-explicit)

against them

ସେମାନଙ୍କୁ ଦୋଷାରୋପ କରି