or_tn/mrk/12/12.md

16 lines
911 B
Markdown
Raw Permalink Normal View History

2020-11-19 00:15:53 +00:00
# They sought to arrest Jesus
ସେମାନେ ପ୍ରଧାନ ଯାଜକ, ଶାସ୍ତ୍ରୀ, ଓ ପ୍ରାଚୀନମାନଙ୍କୁ ବୁଝାଏ I ଏହି ଦଳକୁ “ଯିହୁଦୀ ନେତାଗଣ” ଭାବରେ କୁହାଯାଇ ପାରେ I
# sought
ଇଚ୍ଛା କଲେ
# but they feared the crowd
ସେମାନେ ଲୋକସମୁହକୁ ଭୟ କରୁଥିଲେ ଯଦି ସେମାନେ ଯୀଶୁଙ୍କୁ ବନ୍ଦୀ କରିବେ I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ କିନ୍ତୁ ତାହାଙ୍କୁ ଧରିବାକୁ ସେମାନେ ଲୋକସମୁହକୁ ଭୟ କଲେ” (ଦେଖ: [[rc://*/ta/man/translate/figs-explicit]])
# against them
ସେମାନଙ୍କୁ ଦୋଷାରୋପ କରି