# They sought to arrest Jesus ସେମାନେ ପ୍ରଧାନ ଯାଜକ, ଶାସ୍ତ୍ରୀ, ଓ ପ୍ରାଚୀନମାନଙ୍କୁ ବୁଝାଏ I ଏହି ଦଳକୁ “ଯିହୁଦୀ ନେତାଗଣ” ଭାବରେ କୁହାଯାଇ ପାରେ I # sought ଇଚ୍ଛା କଲେ # but they feared the crowd ସେମାନେ ଲୋକସମୁହକୁ ଭୟ କରୁଥିଲେ ଯଦି ସେମାନେ ଯୀଶୁଙ୍କୁ ବନ୍ଦୀ କରିବେ I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ କିନ୍ତୁ ତାହାଙ୍କୁ ଧରିବାକୁ ସେମାନେ ଲୋକସମୁହକୁ ଭୟ କଲେ” (ଦେଖ: [[rc://*/ta/man/translate/figs-explicit]]) # against them ସେମାନଙ୍କୁ ଦୋଷାରୋପ କରି