or_tn/mrk/11/10.md

2.0 KiB
Raw Permalink Blame History

Blessed is the coming kingdom of our father David

ଆମ୍ଭମାନଙ୍କ ପିତ୍ରୁପୁରୁଷ ଦାଉଦଙ୍କ ଆଗାମୀ ରାଜ୍ୟ ଧନ୍ୟ I ଏହା ଯୀଶୁଙ୍କ ଆଗମନ ଓ ରାଜା ଭାବେ ଶାସନ କରିବାକୁ ବୁଝାଏ I “ଆଶୀର୍ବାଦ” ଶବ୍ଦ କ୍ରିୟା ପଦରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମର ରାଜ୍ୟ ଆଗମନ ନିମନ୍ତେ ଧନ୍ୟ” କିମ୍ବା “ଈଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଯେପରି ତୁମର ରାଜ୍ୟ ଆସୁଅଛି “ (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])

of our father David

ଏଠାରେ ଦାଉଦଙ୍କ ସନ୍ତାନଗଣ ଯେ ଶାସନ କରିବେ ଏହା ଦାଉଦଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆମ୍ଭମାନଙ୍କ ପିତ୍ରୁପୁରୁଷ ଦାଉଦଙ୍କ ସନ୍ତାନଗଣ ଧନ୍ୟ” କିମ୍ବା “ଦାଉଦଙ୍କ ମହାନ ସନ୍ତାନଗଣ ଶାସନ କରିବେ” (ଦେଖ: rc://*/ta/man/translate/figs-metonymy)

Hosanna in the highest

ସମ୍ଭାବିତ ଅର୍ଥଗୁଡିକ ୧) “ଇଶ୍ବରଙ୍କ ଧନ୍ୟ ହେଉ ଯେ ସ୍ବର୍ଗରେ ଅଛନ୍ତି” କିମ୍ବା ) “ସ୍ବର୍ଗ ଲୋକରେ ‘ହୋଶାନ୍ନା’ “I

the highest

ଏଠାରେ ସ୍ବର୍ଗ ବିଷୟରେ କୁହାଯାଇଛି ଯେପରି ତାହା “ସର୍ବୋତମ” ଅଟେ I ଅନ୍ୟଏକ ଅନୁବାଦରେ: “ଉର୍ଦ୍ଧ୍ବଲୋକ ସ୍ବର୍ଗ” କିମ୍ବା “ସ୍ବର୍ଗ” (ଦେଖ: rc://*/ta/man/translate/figs-metaphor)