# Blessed is the coming kingdom of our father David ଆମ୍ଭମାନଙ୍କ ପିତ୍ରୁପୁରୁଷ ଦାଉଦଙ୍କ ଆଗାମୀ ରାଜ୍ୟ ଧନ୍ୟ I ଏହା ଯୀଶୁଙ୍କ ଆଗମନ ଓ ରାଜା ଭାବେ ଶାସନ କରିବାକୁ ବୁଝାଏ I “ଆଶୀର୍ବାଦ” ଶବ୍ଦ କ୍ରିୟା ପଦରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମର ରାଜ୍ୟ ଆଗମନ ନିମନ୍ତେ ଧନ୍ୟ” କିମ୍ବା “ଈଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଯେପରି ତୁମର ରାଜ୍ୟ ଆସୁଅଛି “ (ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-activepassive]]) # of our father David ଏଠାରେ ଦାଉଦଙ୍କ ସନ୍ତାନଗଣ ଯେ ଶାସନ କରିବେ ଏହା ଦାଉଦଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆମ୍ଭମାନଙ୍କ ପିତ୍ରୁପୁରୁଷ ଦାଉଦଙ୍କ ସନ୍ତାନଗଣ ଧନ୍ୟ” କିମ୍ବା “ଦାଉଦଙ୍କ ମହାନ ସନ୍ତାନଗଣ ଶାସନ କରିବେ” (ଦେଖ: [[rc://*/ta/man/translate/figs-metonymy]]) # Hosanna in the highest ସମ୍ଭାବିତ ଅର୍ଥଗୁଡିକ ୧) “ଇଶ୍ବରଙ୍କ ଧନ୍ୟ ହେଉ ଯେ ସ୍ବର୍ଗରେ ଅଛନ୍ତି” କିମ୍ବା ୨) “ସ୍ବର୍ଗ ଲୋକରେ ‘ହୋଶାନ୍ନା’ “I # the highest ଏଠାରେ ସ୍ବର୍ଗ ବିଷୟରେ କୁହାଯାଇଛି ଯେପରି ତାହା “ସର୍ବୋତମ” ଅଟେ I ଅନ୍ୟଏକ ଅନୁବାଦରେ: “ଉର୍ଦ୍ଧ୍ବଲୋକ ସ୍ବର୍ଗ” କିମ୍ବା “ସ୍ବର୍ଗ” (ଦେଖ: [[rc://*/ta/man/translate/figs-metaphor]])