or_tn/mrk/11/10.md

16 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# Blessed is the coming kingdom of our father David
ଆମ୍ଭମାନଙ୍କ ପିତ୍ରୁପୁରୁଷ ଦାଉଦଙ୍କ ଆଗାମୀ ରାଜ୍ୟ ଧନ୍ୟ I ଏହା ଯୀଶୁଙ୍କ ଆଗମନ ଓ ରାଜା ଭାବେ ଶାସନ କରିବାକୁ ବୁଝାଏ I “ଆଶୀର୍ବାଦ” ଶବ୍ଦ କ୍ରିୟା ପଦରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମର ରାଜ୍ୟ ଆଗମନ ନିମନ୍ତେ ଧନ୍ୟ” କିମ୍ବା “ଈଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଯେପରି ତୁମର ରାଜ୍ୟ ଆସୁଅଛି “ (ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-activepassive]])
# of our father David
ଏଠାରେ ଦାଉଦଙ୍କ ସନ୍ତାନଗଣ ଯେ ଶାସନ କରିବେ ଏହା ଦାଉଦଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆମ୍ଭମାନଙ୍କ ପିତ୍ରୁପୁରୁଷ ଦାଉଦଙ୍କ ସନ୍ତାନଗଣ ଧନ୍ୟ” କିମ୍ବା “ଦାଉଦଙ୍କ ମହାନ ସନ୍ତାନଗଣ ଶାସନ କରିବେ” (ଦେଖ: [[rc://*/ta/man/translate/figs-metonymy]])
# Hosanna in the highest
ସମ୍ଭାବିତ ଅର୍ଥଗୁଡିକ ୧) “ଇଶ୍ବରଙ୍କ ଧନ୍ୟ ହେଉ ଯେ ସ୍ବର୍ଗରେ ଅଛନ୍ତି” କିମ୍ବା ) “ସ୍ବର୍ଗ ଲୋକରେ ‘ହୋଶାନ୍ନା’ “I
# the highest
ଏଠାରେ ସ୍ବର୍ଗ ବିଷୟରେ କୁହାଯାଇଛି ଯେପରି ତାହା “ସର୍ବୋତମ” ଅଟେ I ଅନ୍ୟଏକ ଅନୁବାଦରେ: “ଉର୍ଦ୍ଧ୍ବଲୋକ ସ୍ବର୍ଗ” କିମ୍ବା “ସ୍ବର୍ଗ” (ଦେଖ: [[rc://*/ta/man/translate/figs-metaphor]])